Download Now Banner

This browser does not support the video element.

ଝାରସୁଗୁଡା: ଲଇକେରା ଭାତଲଇଡା ଠାରେ ସେବା ପକ୍ଷ ପାଳନ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି

Jharsuguda, Jharsuguda | Sep 10, 2025
ଝାରସୁଗୁଡା ଜିଲ୍ଲା ଲଇକେରା ଭାତଲଇଡା ଠାରେ ସେବା ପକ୍ଷ ପାଳନ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି l ଆଜି ପୂର୍ବାହ୍ନ ୧୧ ଟା ରୁ ଅପରାହ୍ନ ୧୨ ଟା ୩୦ ଯାଏଁ ଅନୁଷ୍ଠିତ ଏହି ବୈଠକ ରେ ଝାରସୁଗୁଡା ବିଧାୟକ ଟଙ୍କଧର ତ୍ରିପାଠୀ ଙ୍କ ସହ ଲାଇକେରା ଅଂଚଳ ର ଭାରତୀୟ ଜନତା ପାର୍ଟି ର କାର୍ଯ୍ୟକର୍ତ୍ତା ମାନେ ଉପସ୍ଥିତ ଥିଲେ l ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ଜନ୍ମ ଦିନ ସେପ୍ଟେମ୍ବର ୧୭ ତାରିଖ ରୁ ମହାତ୍ମା ଗାନ୍ଧୀ ଙ୍କ ଜନ୍ମ ଦିନ ଅକ୍ଟୋବର ୨ ତାରିଖ ପର୍ଯ୍ୟନ୍ତ ସେବା ପକ୍ଷ କୁ ପାଳନ କରିବା ପାଇଁ ଆଜିର ବୈଠକ ରେ ଚର୍ଚ୍ଚା ହୋଇଛି l
Read More News
T & CPrivacy PolicyContact Us