Download Now Banner

This browser does not support the video element.

ଚମ୍ପୁଆ: ବଡବିଲ ବନାଞ୍ଚଳ କାର୍ଯ୍ୟାଳୟ ପକ୍ଷରୁ ସେରେଣ୍ଡା ପଞ୍ଚାୟତ କାର୍ଯ୍ୟାଳୟରେ ଏକ ପେଡ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ

Champua, Kendujhar | Sep 9, 2025
ଏକ ପେଡ ମାକେ ନାମ କାର୍ଯ୍ୟକ୍ରମ ଜରିଆରେ ସେପ୍ଟେମ୍ବର ୧୭ ତାରିଖରେ ରାଜ୍ୟବ୍ୟାପି ୭୫ ଲକ୍ଷ ଚାରା ରୋପଣ ଲକ୍ଷ୍ୟ ନେଇ ବନ ବିଭାଗ ପକ୍ଷରୁ ଆଜି ସେରେଣ୍ଡା ପଞ୍ଚାୟତ କାର୍ଯ୍ୟାଳୟରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବଡବିଲ ରେଞ୍ଜର ଶ୍ରୀ ସଞ୍ଜୀବ ରାଉତଙ୍କ ଉପସ୍ଥିତିରେ ଏଠାରେ ଆଜି ବିଭିନ୍ନ ପ୍ରକାର ଚାରା ଗଛ ପ୍ରଦାନ କରା ଯାଇଥିବା ବେଳେ ଏହି ବୃକ୍ଷ ଚାରା ୧୭ ତାରିଖରେ ରୋପଣ କରାଯିବା କାର୍ଯ୍ୟକ୍ରମ ରହିଛି।
Read More News
T & CPrivacy PolicyContact Us