Download Now Banner

This browser does not support the video element.

କେନ୍ଦ୍ରାପଡା: କେନ୍ଦ୍ରାପଡ଼ା ବ୍ଲକର ପଲ୍ଲୀଶିକ୍ଷା ଶ୍ରମ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ,କୁତରଙ୍ଗ ଗ୍ରାମପଞ୍ଚାୟତ ବିଦ୍ୟାଳୟ ବୁଲିଲେ ଜିଲାପାଳ

Kendrapara, Kendrapara | Sep 2, 2025
କେନ୍ଦ୍ରାପଡ଼ା ବ୍ଲକର ପଲ୍ଲୀଶିକ୍ଷା ଶ୍ରମ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଅଙ୍ଗନବାଡି କେନ୍ଦ୍ର ଏବଂ କୁତରଙ୍ଗ ଗ୍ରାମ ପଞ୍ଚାୟତ ବିଦ୍ୟାଳୟକୁ ଗସ୍ତ କରିଛନ୍ତି ଜିଲ୍ଲାପାଳ ରଘୁରାମ ଆର ଆୟାର | ଆଜି ପୂର୍ବାହ୍ନରେ ଜିଲ୍ଲାପାଳ ସ୍କୁଲ ଏବଂ ଅଙ୍ଗନବାଡି ଗସ୍ତ କରି ସ୍ଥାନୀୟ ସରପଞ୍ଚ, ସ୍କୁଲର ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ସହିତ ଆଲୋଚନା କରିଛନ୍ତି | ସ୍କୁଲ ଏବଂ ଅଙ୍ଗନବାଡିର ଭିତ୍ତି ଭୂମି, ପାନୀୟଜଳ, ପରିମଳ ବ୍ୟବସ୍ଥା, ମଧ୍ୟାହ୍ନ ଭୋଜନ,ସ୍ୱଚ୍ଛତା ଇତ୍ୟାଦି ଉପରେ ଆଲୋଚନା କରିଥିଲେ |
Read More News
T & CPrivacy PolicyContact Us