Download Now Banner

This browser does not support the video element.

ଭଦ୍ରକ ଗ୍ରାମାଞ୍ଚଳ: ଆଜି ଲୁଣିଆ ଠାରେ ଶହୀଦ ସ୍ମୃତିସ୍ତମ୍ଭରେ ମାଲ୍ୟାର୍ପଣ ସହ ତିଳ ତର୍ପଣ କଲେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ

Bhadrak Rural, Bhadrak | Sep 22, 2025
ମାଲ୍ୟାର୍ପଣ ସହ ତିଳ ତର୍ପଣ କଲେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ।ଆଜି ଲୁଣିଆ ଗୁଳିକାଣ୍ଡର ଅମର ସ୍ଵାକ୍ଷର ବହନ କରୁଥିବା ଶହୀଦ ସ୍ମୃତିସ୍ତମ୍ଭରେ ଶହୀଦ ସ୍ମୃତି ରକ୍ଷା ସମିତିର ସଭାପତି ତଥା ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ମାଲ୍ୟାର୍ପଣ ଅର୍ପଣ କରିବା ସହ ୯ଜଣ ପୁଣ୍ୟାତ୍ମାଙ୍କ ଉଦ୍ଦେଶ୍ୟରେ ତିଳ ତର୍ପଣ କରିଥିବା ଦେଖିବାକୁ ମିଳିଛି। ତେବେ ମନ୍ତ୍ରୀ ଙ୍କ ସମେତ ସ୍ଥାନୀୟ ନେତୃତ୍ୱ ଓ ଜନସାଧାରଣ ଉପସ୍ଥିତ ଥିବା ବେଳେ ସହିଦ ଙ୍କ ସ୍ମୃତି ଉଦ୍ଦେଶ୍ୟରେ ପୁଷ୍ପମାଲ୍ୟ ମଧ୍ଯ ପ୍ରଦାନ କରାଯାଇଥିବା ଦେଖିବାକୁ ମିଳିଛି।
Read More News
T & CPrivacy PolicyContact Us