Download Now Banner

This browser does not support the video element.

ଅନୁଗୋଳ: ଅନୁଗୋଳ ସହରରେ ଗଣେଶ ପୂଜା ପାଳନ ପାଇଁ ବୈଠକ କରି ଥାନାରେ ପ୍ରତିକ୍ରିୟା ରଖିଲେ ଅନୁଗୋଳ ଏସଡିପିଓ

Anugul, Angul | Aug 21, 2025
ଚଳିତ ବର୍ଷ ଅନୁଗୋଳ ସହରରେ ଗଣେଶ ପୂଜା ଧୁମ୍ ଧାମରେ ପାଳନ ହେବ। ଗତ ବର୍ଷ ଠାରୁ ଚଳିତ ବର୍ଷ ଅଧିକ ଗଣେଶ ମେଢ଼ ହେବ ବୋଲି ସେଣ୍ଟ୍ରାଲ ପୂଜା କମିଟି ପକ୍ଷରୁ ସୂଚନା ମିଳିଛି। ଏନେଇ ଅନୁଗୋଳ ଜିଲ୍ଲା ପୋଲିସ ମୁଖ୍ୟାଳୟରେ ଆଜି ସନ୍ଧ୍ୟାରେ ଏକ ପୋଲିସ ଓ ସେଣ୍ଟ୍ରାଲ ପୂଜା କମିଟି ମଧ୍ୟରେ ବୈଠକ ଅନୁଷ୍ଠିତ ହୋଇଛି।
Read More News
T & CPrivacy PolicyContact Us