This browser does not support the video element.
ଭଦ୍ରକ ଗ୍ରାମାଞ୍ଚଳ: ଧାମନଗର ଅର୍ଜୁନ ପୁର ରେ ବନ୍ୟା ରୁ ରକ୍ଷା କରିବେ ଜଳ ନାଗୁଆଣି,ବନ୍ଦାପନା କରି ପୂଜା କରୁଛନ୍ତି ବନ୍ୟା ପୀଡ଼ିତା
Bhadrak Rural, Bhadrak | Aug 25, 2025
ବନ୍ୟା ରେ ଉବୁଟୁବୁ ଭଦ୍ରକ ଜିଲ୍ଲା ର ଅନେକ ଅଞ୍ଚଳ,ଧାମନଗର ବ୍ଲକ ଅଧିନ ଅର୍ଜୁନ ପୁର ରେ ଅନେକ ଗ୍ରାମ ଜଳବନ୍ଦୀ,ତେବେ ବିଶ୍ୱାସ ପାଇଁ ବନ୍ୟା ଦାଉ ରୁ ରକ୍ଷା ପାଇବା ପାଇଁ ଜଳ ଦେବୀ ବା ଜଳ ନାଗୁଆଣି ଙ୍କ ପୂଜା କରୁଛନ୍ତି ମହିଳା ମାନେ । ଦିପ , ଧୂପ , ଫୁଲ ଓ ଚନ୍ଦନ ଦେଇ ପୂଜା କରିଚନ୍ତି । ବିଶ୍ୱାସ ଅଛି ଯେ ଲୋକେ ଜଳ ନାଗୁଆଣି ଙ୍କ ପୂଜା କଲେ ବନ୍ୟା ର ପ୍ରକୋପ କମି ଯାଏ । ଏହି ବିଶ୍ୱାସ ବାପା , ଗୋଷାପ ଅମଳ ରୁ ଥିବାରୁ ଗ୍ରାମ ଲୋକେ ଜଳ ନାଗୁଆଣି ଙ୍କ ପୂଜା କରନ୍ତି