Download Now Banner

This browser does not support the video element.

ରାୟଗଡା: ତାଡମା ଗାଁ ଙ୍କୁ ଯାଇ ଲୋକଙ୍କ ବିଭିନ୍ନ ସମସ୍ୟା କଥା ଶୁଣିଲେ ରାୟଗଡ଼ା ବିଧାୟକ କାଡ୍ରାକା ଆପଲା ସ୍ଵାମୀ

Rayagada, Rayagada | Sep 8, 2025
ଆଜି ରାୟଗଡ଼ା ବିଧାୟକ କାଡ୍ରାକା ଆପଲା ସ୍ଵାମୀ ତାଡ଼ମା ଗ୍ରାମ କୁ ଯାଇ ଲୋକଙ୍କ ରାସ୍ତା ଘାଟ ଶିକ୍ଷା ସ୍ବାସ୍ଥ୍ୟ ସମସ୍ୟା ଉପରେ ପଚାରି ବୁଝି ଅତି ଶୀଘ୍ର ସମସ୍ୟା ର ସମାଧାନ କରି ଅଧିକାରୀ ଙ୍କୁ କହି ଥିଲେ।
Read More News
T & CPrivacy PolicyContact Us