This browser does not support the video element.
ସମ୍ବଲପୁର ମ୍ୟୁନିସିପାଲଟି: ବନ୍ଦ ହେଲା ହୀରାକୁଦ ର ଦୁଇଟି ସୁଇସ ଗେଟ
Sambalpur M, Sambalpur | Sep 13, 2025
ବନ୍ଦ ହେଲା ହୀରାକୁଦ ର ଦୁଇଟି ଗେଟ l ପୂର୍ବରୁ 5 ଟି ଗେଟ ଦେଇ ବନ୍ୟା ଜଳ ନିଷ୍କାସନ ହେଉଥିଲା ବର୍ତ୍ତମାନ 2ଟି ଗେଟ ଦେଇ ବନ୍ୟା ଜଳ ନିଷ୍କାସନ ହେଉଛି l ସକାଳ 9 ଟା ସୁଦ୍ଧା ହୀରାକୁଦ ଜଲଭଣ୍ଡାର ର ଜଲସ୍ତର 628.81 ଫୁଟ ରହିଛି l ପ୍ରତି ସେକେଣ୍ଡ ରେ ଜଲଭଣ୍ଡାର କୁ 80 ହାଜ଼ାର 191 କ୍ୟୁସେକ ବନ୍ୟାଜଳ ପ୍ରବେଶ କରୁଥିବା ବେଳେ ଏକ ଲକ୍ଷ 18 ହଜ଼ାର 306 କ୍ୟୁସେକ ଜଳ ନିଷ୍କାସିତ ହେଉଥିବା ନେଇ ଜଲଭଣ୍ଡାର କତୃପକ୍ଷ ସୂଚନା ଦେଇଛନ୍ତି l