Download Now Banner

This browser does not support the video element.

କୃଷ୍ଣ ପ୍ରସାଦ: ନୂଆପଡା ମେଡିକାଲ ଛକ ନିକଟରେ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ କୃଷ୍ଣପ୍ରସାଦ ଥାନା ଦ୍ୱାରା ଜଣେ ଗିରଫ ସହ କୋର୍ଟ ଚାଲାଣ

Krushna Prasad, Puri | Feb 13, 2024
ନୂଆପଡା ମେଡିକାଲ ଛକ ନିକଟରେ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ କୃଷ୍ଣପ୍ରସାଦ ଥାନା ଦ୍ୱାରା ଜଣେ ଗିରଫ ସହ କୋର୍ଟ ଚାଲାଣ l ଅଭିଯୁକ୍ତର ପରିଚୟ ଚିଲିକା ନୂଆପଡାର ଉତ୍ତମ ଜେନା 29 l ପୁଲିସ ସୂତ୍ରରୁ ପ୍ରକାଶ ଯେ ଗତ 12 ତାରିଖ ସନ୍ଧ୍ୟାରେ ଖୋର୍ଦ୍ଧା ଜିଲ୍ଲା କାଳୁପଡା ଘାଟ ଅଂଚଳର ପ୍ରକାଶ ଚନ୍ଦ୍ର ଭୂୟାଁ 48 ଥାନାରେ ଅଭିଯୋଗ କରିଥିଲେ ଯେ ଅଭିଯୁକ୍ତ ତାଙ୍କୁ ନୂଆପଡା ମେଡିକାଲ ଛକ ନିକଟରେ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ଜୀବନରୁ ମାରିଦେବା ଉଦେଶ୍ୟରେ ଆକ୍ରମଣ କରିଥିଲା l ଏଥିରେ ସେ ଆହତ ହୋଇଥିଲେ ବୋଲି ଅଭିଯୋଗ କରିଥିଲେ l
Read More News
T & CPrivacy PolicyContact Us