This browser does not support the video element.
ବଲାଙ୍ଗୀର: ଜିଲ୍ଲପାଳଙ୍କ କାର୍ଯ୍ୟାଳୟରେ ରେଳ ପ୍ରକଳ୍ପ ଜମି ଅଧିଗ୍ରହଣ ସମୀକ୍ଷା ବୈଠକରେ OSWAN ମାଧ୍ୟମରେ ଯୋଗଦେଲେ ଜିଲ୍ଲାପାଳ
Balangir, Balangir | Aug 21, 2025
ବଲାଙ୍ଗିର ଜିଲ୍ଲାରେ ଚାଲୁଥିବା ବିଭିନ୍ନ ରେଳ ପ୍ରକଳ୍ପ ସହିତ ଜଡିତ ଜମି ଅଧିଗ୍ରହଣ ପ୍ରସଙ୍ଗରେ ଏକ ସମୀକ୍ଷା ବୈଠକ ଜିଲ୍ଲପାଳଙ୍କ କାର୍ଯ୍ୟଳୟ ରେ ଆଜି ଅପରାହ୍ନ ୨ ଟା ସମୟରେ ଆୟୋଜିତ ହେଇଥିଲାଏହି ବୈଠକରେ ବଲାଙ୍ଗିର ଜିଲ୍ଲାପାଳ OSWAN ପ୍ଲାଟଫର୍ମ ମାଧ୍ୟମରେ ଯୋଗଦେଇ, ପ୍ରକଳ୍ପଗୁଡ଼ିକର ପ୍ରଗତି, ଜମି ଅଧିଗ୍ରହଣର ବର୍ତ୍ତମାନ ସ୍ଥିତି, ତଥା ସ୍ଥାନୀୟ ସମସ୍ୟାଗୁଡ଼ିକୁ ବିଷୟଭିତ୍ତିକ ଭାବେ ଆଲୋଚନା କରିଥିଲେ । ପ୍ରକଳ୍ପ ସମ୍ପୂର୍ଣ୍ଣ କାର୍ଯ୍ୟରେ ବାଧା ସୃଷ୍ଟି ନହେବାପାଇଁ ସମସ୍ତ ସମ୍ବନ୍ଧିତ ବିଭାଗ ମଧ୍ୟରେ ସମନ୍ୱୟ ବଢ଼ାଇବାରେ ଜିଲ୍ଲାପାଳ ଜୋର ଦେଇଥିଲେ ।