This browser does not support the video element.
ଟିଟିଲାଗଡ: ବୋଲେରୋ ଧକ୍କା ଦେଇଥିବା ବ୍ୟବସାୟୀ ଶିବ ଦୟାଲଙ୍କ ଜୈନଙ୍କ ମିଡ଼ିଆକୁ ନିଜର ପ୍ରତିକ୍ରିୟା ରଖିଲେ
Titlagarh, Balangir | Oct 7, 2025
ଜୈନ ପଡ଼ା ନିବାସୀ ଶ୍ରୀ ଶିବ ଦୟାଲ ଜୈନଙ୍କୁ ବୋଲେରୋ ଧକ୍କା ମାରିବା ଘଟଣାରେ ନିଜର ପ୍ରତିକ୍ରିୟା ରଖିଲେ ଶିବ ଦୟାଲ। ତେବେ କେଉଁ କାରଣରୁ କିଏ ଏଭଳି ଘଟଣା ଘଟାଇଲା ମୁଁ ଜାଣିନି, ତେବେ ମାତ୍ର କୋଡ଼ିଏ ହଜାର ଟଙ୍କା ଧରି ଘରକୁ ଆସୁଥିଲି, ଟଂକା ବି ଲୁଟିଲେ ନାହିଁ, ତେବେ କେଉଁ କାରଣରୁ ଏମିତି ଘଟଣା ଘଟିଲା ସିଏ ବି ବୁଝି ପାରୁ ନାହାଁନ୍ତି। ପୋଲିସ ତଦନ୍ତରୁ ସବୁ ପର୍ଦ୍ଦାଫାଶ ହେବ ବୋଲି ଲୋକେ ଆଲୋଚନା କରୁଛନ୍ତି