Download Now Banner

This browser does not support the video element.

ଅନୁଗୋଳ: ଜିଲ୍ଲାର ବିଭିନ୍ନ ସ୍ଥାନରେ ସାପ କାମୁଡାରେ ଦୁଇ ଗୁରୁତର; ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି

Anugul, Angul | Sep 6, 2025
ତାଳଚେର କଲିଅରୀ ଥାନା ଅନ୍ତର୍ଗତ ବଲଣ୍ଡା ଗ୍ରାମ ଅଞ୍ଚଳରେ ଏକ ଚାହା ଦୋକାନ ରେ ଏକ ନାଗସାପ ଥିବା ବେଳେ ତାକୁ ଧରିବା ପାଇଁ ଦୋକାନୀ ତାଳଚେର ବ୍ଲକର ବଡସିଙ୍ଗିଡା ଗ୍ରାମର ବସନ୍ତ ବେହେରା ଙ୍କ ପୁଅ ଅସିତ୍ ବେହେରା (୨୩) ଙ୍କୁ ଖବର ଦେଇଥିଲେ ଅସିତ୍ ଦୋକାନ ରେ ପହଞ୍ଚି ନାଗସାପ କୁ ଧରିବାକୁ ଚେଷ୍ଟା କରୁଥିବା ବେଳେ ତାଙ୍କର ଡାହାଣ ହାତକୁ ସାପଟି ଚୋଟମାରିଥିଲା । ଅସିତ୍ ସାପ କୁ ଏକ ଡବାରେ ଧରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପହଞ୍ଚି ଥିଲେ ଏଠାରେ ତାଙ୍କର ଚିକିତ୍ସା ହେଉଥିବା ଜଣାପଡିଛି। ସେହିପରି ଠାକୁରଗଡ଼ ଥାନା ଅନ୍ତର୍ଗତ ବରପାଲି ଗ୍ରାମର ଧିରେନ ଦେହୁରୀ ଙ୍କ ସ୍ତ୍ରୀ ପୁଜାରାଣୀ
Read More News
T & CPrivacy PolicyContact Us