Download Now Banner

This browser does not support the video element.

ଦେବଗଡ: ତିଲେଇବଣି ହାଇସ୍କୁଲ ପଡିଆରେ ବ୍ଲକସ୍ତରୀୟ ଖେଳକୁଦ ପ୍ରତିଯୋଗିତା ଉଦଯାପିତ

Debagarh, Debagarh (Deogarh) | Sep 10, 2025
ତିଲେଇବଣି ବ୍ଲକରେ ମାଧ୍ୟମିକ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସ୍ତରୀୟ ଖେଳାଳି ଚୟନ ପାଇଁ ତିଲେଇବଣି ଉଚ୍ଚ ବିଦ୍ୟାଳୟ ଖେଳ ପଡ଼ିଆରେ ୨ ଦିନ ଧରି ଅନୁଷ୍ଠିତ ହୋଇଥିବା ଖେଳକୁଦ ପ୍ରତିଯୋଗିତା ବୁଧବାର ସନ୍ଧ୍ୟା ୫ ଟାରେ ଉଦଯାପିତ ହୋଇଯାଇଛି । ଫୁଟବଲ୍, ଭଲିବଲ୍, ଖୋ-ଖୋ, ବ୍ୟାଡମିଣ୍ଟନ ଓ ଅନ୍ୟାନ୍ୟ ଖେଳକୁଦ ପାଇଁ ବ୍ଲକ ସ୍ତରରୁ ଜିଲ୍ଲା ସ୍ତରକୁ ବାଳକ ବିଭାଗରୁ ୯୫ ଓ ବାଳିକା ବିଭାଗରୁ ୭୫ ଜଣ ଚୟନ ହୋଇଛନ୍ତି। ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ପରିଷଦ ସଭ୍ୟା ପୁଷ୍ପାଞ୍ଜଳି ସାମଲ ଯୋଗଦେଇ ଥିଲେ।
Read More News
T & CPrivacy PolicyContact Us