This browser does not support the video element.
ଉମରକୋଟ: ରାଇଘର ରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ
Umarkote, Nabarangpur | Jun 21, 2024
ରାଇଘର ରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ନବରଙ୍ଗପୁର ଜିଲ୍ଲା ରାଇଘର ମିନି ଷ୍ଟାଡିୟମ ଓ ରାଇଘର ହାଇସ୍କୁଲ ଠାରେ ଆଜି ଜୁନ 21 ତାରିଖ ସକାଳ 7 ଟା ରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି। ଏହି ଅବସର ରେ ରାଇଘର ଫିଜିକାଲ ଏକାଡେମୀ ର ସଦସ୍ୟ , ଏବିଡିଓ, ବ୍ଲକ କର୍ମଚାରୀ ତଥା ଅନ୍ୟାନ୍ୟ ପ୍ରମୁଖ ବ୍ୟକ୍ତି ଉପସ୍ଥିତ ରହିଥିଲେ। ତତ୍ ସହ ରାଇଘର ହାଇସ୍କୁଲ ର ଛାତ୍ର ଛାତ୍ରୀ ମାନେ ନିଜ ବିଦ୍ୟାଳୟ ରେ ଯୋଗ ଦିବସ ପାଳନ କରିଥିଲେ।