Download Now Banner

This browser does not support the video element.

ସମ୍ବଲପୁର ମ୍ୟୁନିସିପାଲଟି: ବୁର୍ଲା ପୋଲିସ ଦ୍ବାରା ଗୋଶାଳା ରୁ ନିଶା କଫ ସିରଫ ଜବତ,2 ଗିରଫ

Sambalpur M, Sambalpur | Aug 27, 2025
ବୁର୍ଲା ପୋଲିସ ଦ୍ବାରା ଗୋଶାଳା ରୁ ନିଶା କଫ ସିରଫ ଜବତ | 2 ଗିରଫ ମିଳିଥିବା ସୂଚନା ଅନୁସାରେ 26ତାରିଖ ରାତି 9 ଟା ରେ ବୁର୍ଲା ଗୋଶାଳା ଅଂଚଳ ନିଶା କାରବାର ହେଉଥିବା ଖବର ପାଇ ପୋଲିସ ଚଢ଼ାଉ କରିଥିଲା l 160 କଫ ନିଶା କଫ ସିରଫ, ଗୋଟିଏ କାର ଜବତ କରିଥିଲା l ଦୁଇ ଯୁବକ ହେଲେ ବୁର୍ଲା ଅଞ୍ଚଳର ମୁକେଶ ଛତରିଆ, ଅତାବିରା ଦୟା ସାଗର ବେସନ
Read More News
T & CPrivacy PolicyContact Us