Install App
belpahar_update
This browser does not support the video element.
ଓରିଏଣ୍ଟ: ଆଜି ଝାରସୁଗୁଡା ଗସ୍ତ ରେ ଆସିଥିବା ଦିଗପହଣ୍ଡି ର ବିଧାୟକ ତଥା ଓଡ଼ିଆ ଚଳଚ୍ଚିତ୍ର ଜଗତର ଅଭିନେତା ବିଟିଏମ ଅଂଚଳ ପରିଦର୍ଶନ କରିଛନ୍ତି
Orient, Jharsuguda | Sep 11, 2025
ଆଜି ଝାରସୁଗୁଡା ଗସ୍ତ ରେ ଆସିଥିବା ଦିଗପାହାଣ୍ଡି ର ବିଧାୟକ ତଥା ଓଡ଼ିଆ ଚଳଚ୍ଚିତ୍ର ଜଗତର ଅଭିନେତା ବିଟିଏମ ଅଂଚଳ ପରିଦର୍ଶନ କରିଛନ୍ତି l ବିଟିଏମ ସ୍ଥିତ ବିଜେପି କାର୍ଯ୍ୟାଳୟ ଏବଂ ଆଖପାଖ ଅଂଚଳ ବୁଲିଛନ୍ତି ସିଦ୍ଧାନ୍ତ ମହାପାତ୍ର l ଆଜି ଅପରାହ୍ନ ପ୍ରାୟ ୪ ଟା ରେ ବିଜେପି କାର୍ଯ୍ୟାଳୟରେ କାର୍ଯ୍ୟକର୍ତ୍ତା ଏବଂ ବିଧାୟକ ଟଙ୍କଧର ତ୍ରିପାଠୀ ଙ୍କ ସହ ବିଭିନ୍ନ ବିଷୟରେ ଆଲୋଚନା କରିଥିବାବେଳେ ଛାତ୍ରୀ ମାନଙ୍କ ଦ୍ଵାରା ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଛି l
Share
Read More News
T & C
Privacy Policy
Contact Us
Your browser does not support JavaScript!