This browser does not support the video element.
ଅନୁଗୋଳ: ପୋକତୁଙ୍ଗା ଗ୍ରାମ ନିକଟ ଶନି ମନ୍ଦିର ଠାରୁ ଅଜଗର ସାପ ଉଦ୍ଧାର
Anugul, Angul | Sep 4, 2025
ଅନୁଗୋଳ ବ୍ଲକ ବନ୍ତଳା ଥାନା ଅନ୍ତର୍ଗତ ପୋକତୁଙ୍ଗା ଗ୍ରାମ ନିକଟରେ ଥିବା ଶନି ମନ୍ଦିର ଠାରୁ ଗୋଟିଏ ଅଜଗର ସାପ ଉଦ୍ଧାର ହୋଇଛି। ସାପଟି ଥିବା ଦେଖି ସ୍ଥାନୀୟ ଲୋକମାନେ ବନ ବିଭାଗକୁ ଖବର ଦେଇଥିଲେ। ଖବର ପାଇ ଘଟଣା ସ୍ଥଳରେ ବନ ବିଭାଗ ପହଞ୍ଚି ସାପକୁ ଉଦ୍ଧାର କରି ନିକଟସ୍ଥ ଜଙ୍ଗଲରେ ଛାଡ଼ି ଦେଇଛି।