Download Now Banner

This browser does not support the video element.

ଭଦ୍ରକ ଗ୍ରାମାଞ୍ଚଳ: ନୟାକଣୀଡ଼ିହି ଥାନା ଅଧୀନ ଲକ୍ଷ୍ମୀଦାସପୁର ଗ୍ରାମରେ ସ୍ୱାମି ଆଗରେ ସ୍ତ୍ରୀ କି ଉଲଗ୍ନ କରି ପିଟିଲେ,ନ୍ୟାୟ ପାଇଁ ଏସପି ଅଫିସରେ ପୀଡିତ ପରିବାର

Bhadrak Rural, Bhadrak | Sep 12, 2025
ବାସୁଦେବପୁର ବ୍ଲକ ନାୟକାଣୀଡ଼ିହି ଥାନା ଅନ୍ତର୍ଗତ ଲକ୍ଷ୍ମୀଦାସପୁର ଗ୍ରାମର ସୁକୁମାର ମହାରଣାଙ୍କ ଅଭିଯୋଗ ଅନୁଯାୟୀ 9 ମାସ ତଳେ ଗାଁ ଅଷ୍ଟପ୍ରହରୀ ପାଇଁ ସୁକୁମାରଙ୍କ ଚାନ୍ଦା ମାଗିବକୁ କେନ୍ଦ୍ରକରି ସୁକୁମାର ଙ୍କୁ ନିସ୍ତୁକ ପିଟିଥିଲେ ସ୍ତ୍ରୀ ବିରୋଧ କରିବାରୁ ସ୍ତ୍ରୀ କୁ ସ୍ୱାମୀ ଆଗରେ ଲଙ୍ଗଳା କରି ପିଟିଲେ ଯାହାକୁ ନେଇ ପୀଡିତ ପରିବାର ପକ୍ଷରୁ ନାୟକାଣୀଡ଼ିହି ଥାନାରେ ଡିସେମ୍ବର 3 ତାରିଖରେ ଅଭିଯୋଗ କରାଯାଇଥିଲେ ମଧ୍ୟ ଏଯାଏଁ କାହାକୁ ଗିରଫ କରିନି ପୋଲିସ,ଏଥି ନେଇ ଆଜି ପୀଡିତ ପରିବାର ପୁଣି ଥରେ ଆଜି ଦିନ 12 ଟାରେ ଭଦ୍ରକ ଏସପିଙ୍କୁ ଭେଟିବା ସହିତ ନ୍ୟାୟ ଭିକ୍ଷା କରିଛନ୍ତି
Read More News
T & CPrivacy PolicyContact Us