This browser does not support the video element.
ଟିଟିଲାଗଡ: ବିଦ୍ୟୁତ ସଂସ୍ପର୍ଶରେ ଆସି ଗୋଟିଏ ଗର୍ଭଣା ଗାଇ ଓ ଗୋଟିଏ ବଳଦ ମୃତ୍ୟୁ ମାମଲା - ୭ ଦିନରେ ସମାଧାନ ପାଇଁ ଏଡିଏମଙ୍କ ନିର୍ଦ୍ଦେଶ
Titlagarh, Balangir | Sep 1, 2025
ସୋମବାର ଦିନ ସ୍ଥାନୀୟ ବ୍ଲକ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ ପବିତ୍ର ବେହେରା ଏଡିଏମ ବଲାଙ୍ଗିର, ତରଣି ସୁନା ପିଡି ବଲାଙ୍ଗିର, ଟିଟିଲାଗଡ଼ ଉପଜିଲ୍ଲାପାଳ ଶ୍ରୀଯୁକ୍ତ ପଦ୍ମନାଭ ସାମନ୍ତରାୟ ଉପସ୍ଥିତ ରହି ଲୋକଙ୍କ ଅଭିଯୋଗ ଶୁଣିଥିଲେ। ଏହି ଅଭିଯୋଗ ଶୁଣାଣିରେ ବିଦ୍ୟୁତ ସଂସ୍ପର୍ଶରେ ଆସି ଶିହିନି ଗାଁ ର ପ୍ରସନ୍ନ ବାଗଙ୍କ ଗର୍ଭବତୀ ଗାଈ,ବାନ୍ଧୂପଲା ଗ୍ରାମର ଧ୍ରୁବ ବଗର୍ତ୍ତିଙ୍କ ବଳଦର ମୃତ୍ୟୁ ହୋଇଥିବା ବେଳେ ଥାନାରେ ଏତଲା ଦେବା ସହ ଟିପିଡବଲୁଓଡିଏଲ କାର୍ଯ୍ୟାଳୟରେ ମଧ୍ୟ ଲେଖି ଜଣାଇଥିଲେ। ଦୀର୍ଘ ମାସ ମାସ ବିତି