This browser does not support the video element.
ପାଟଣାଗଡ: ଖୁର୍ସେଲ ଡିକେ ହାଇସ୍କୁଲ ରେ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ଯୋଗ ଦେଲେ ରାଜ୍ୟ ସଭା ସାଂସଦ
Patnagarh, Balangir | Sep 13, 2025
ସାଇଥ ଆଫ୍ରିକା ଠାରେ ଅନୁଷ୍ଠିତ ଇଲେଭେନ କମନ ୱେଲଥ କରାଟେ ଚମ୍ପିୟାନସିପ ରେ ଦେଶ ପାଇଁ ରୋପ୍ୟ ପଦକ ଆଣିଥିବା ତମନ୍ନା ମେହେର ଙ୍କୁ ପାଟଣାଗଡ଼ ବ୍ଲକ ଖୁର୍ସେଲ ଦେବାର୍ଚନ କଳାବତୀ ହାଇସ୍କୁଲ ରେ ମାନପତ୍ର, ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଛି।ଏଥିପାଇଁ ଶନିବାର ଅପରାହ୍ନ ୩ ରେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ଙ୍କ ଉପସ୍ଥିତିରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଥିଲା । ତମନ୍ନା ଙ୍କୁ ଦେଖି ଅନ୍ୟ ଛାତ୍ରଛାତ୍ରୀ ମାନେ ବିଭିନ୍ନ ପ୍ରକାର ଖେଳପ୍ରତି ର ଆଗ୍ରହ ପ୍ରକାଶ କରିବେ ବୋଲି ଶ୍ରୀ ବିଶି ପ୍ରକାଶ କରିଥିଲେ ।