Download Now Banner

This browser does not support the video element.

ବିଜେପୁର: ଜାମୁଟପାଲି ଗ୍ରାମବାସୀ ପକ୍ଷରୁ ମୃତ ପରିବାର ଙ୍କୁ ସହାୟତା ଦାବିନେଇ ତହସିଲଦାର ଙ୍କୁ ଦାବିପତ୍ର

Bijepur, Bargarh (Baragarh) | Sep 20, 2025
ବରଗଡ ଜିଲ୍ଲା ଗାଇସିଲେଟ ଥାନା ଅନ୍ତର୍ଗତ ଜାମୁଟପାଲି ଗ୍ରାମର ଜଣେ ବ୍ୟକ୍ତି ଙ୍କ ଗତକାଲି ବିଜେପୁର ଥାନା ଅଞ୍ଚଳ ରେ ମିନି ଟ୍ରକ ବାଇକ କୁ ଧକ୍କା ଦୁର୍ଘଟଣାରେ ମୃତ ବ୍ୟକ୍ତି ପରିବାର କୂ ସହାୟତା ପାଇଁ ଦାବୀପତ୍ର ପ୍ରଦାନ ।
Read More News
T & CPrivacy PolicyContact Us