Download Now Banner

This browser does not support the video element.

ସମ୍ବଲପୁର ମ୍ୟୁନିସିପାଲଟି: ବୁର୍ଲା ଥାନା ଅନ୍ତର୍ଗତ ପେଟ୍ରୋଲ ପମ୍ପ ଛକ ନିକଟରେ ଜଣେ ଯୁବକଙ୍କୁ କିଛି ଯୁବକ ଆକ୍ରମଣ କରିଥିବା ଅଭିଯୋଗ

Sambalpur M, Sambalpur | Aug 26, 2025
ବୁର୍ଲା ଥାନା ଅନ୍ତର୍ଗତ ପେଟ୍ରୋଲ ପମ୍ପ ଛକ ନିକଟରେ ଜଣେ ଯୁବକଙ୍କୁ କିଛି ଯୁବକ ଆକ୍ରମଣ କରିଥିବା ଅଭିଯୋଗ l ମିଳିଥିବା ସୂଚନା ଅନୁସାରେ ଆଜି ଅପରାହ୍ନ 3.30 ସମୟରେ ଜଣେ ଯୁବକ ହୋଟେଲ ରେ କାମ ସାରି ଘରକୁ ଯାଉଥିବା ସମୟରେ ଦୁଇ ଜଣ ଯୁବକ ତାଙ୍କ ନିକଟକୁ ଆସି ତାଙ୍କ ଠାରୁ 200 ଟଙ୍କା ଛଡାଇ ନେବା ସହ ତାଙ୍କୁ ଛୁରି ରେ ଆକ୍ରମଣ କରିବା ପାଈଁ ଡରାଇ ଫେରାର ହେଇଯାଇଥିଲେ l ଏନେଇ ଯୁବକ ଜଣକ ତୁରନ୍ତ ବୁର୍ଲା ପୋଲିସ ନିକଟରେ ଅଭିଯୋଗ କରିଥିଲେ l ପୋଲିସ ଘଟଣାର ତଦନ୍ତ କରୁଥିବା ସୂଚନା ମିଳିଛି l
Read More News
T & CPrivacy PolicyContact Us