This browser does not support the video element.
ପାରଳାଖେମୁଣ୍ଡି: ଶିଙ୍କୁଳି ପଦର ପଞ୍ଚାୟତ ଗଠନ ପାଇଁ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେଲେ ଗ୍ରାମବାସୀ
Paralakhemundi, Gajapati | Sep 26, 2025
ଶିଙ୍କୁଳି ପଦର ପଞ୍ଚାୟତ ଗଠନ ପାଇଁ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେଲେ ଗ୍ରାମବାସୀ। ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଆଜି ଦୁଇଟା ବେଳେ ଶିଙ୍କୁଳି ପଦର ପଞ୍ଚାୟତ ଗଠନ କରିବା ନେଇ ଗ୍ରାମବାସୀ ମାନେ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇ ଥିବା ଦେଖିବାକୁ ମିଳିଛି।ମୋହନା ବ୍ଳକରେ ଥିବା ବାଘମାରି ଗ୍ରାମ ପଞ୍ଚାୟତକୁ ୱାର୍ଡ ନଂ -୮/୯/୧୦/୧୧ ପୁନର୍ଗଠନ କରି "ଶିଙ୍କୁଳିପଦର ପଞ୍ଚାୟତ" ନାମରେ ଏକ ନୂତନ ଗ୍ରାମ ପଞ୍ଚାୟତ ଗଠନ କରିବା ପାଇଁ ଆବେଦନ କରିଛନ୍ତି ଗ୍ରାମବାସୀ।ଭାରତ ସରକାର ଏବଂ ଓଡ଼ିଶା ସରକାରଙ୍କର ଜନ ହିତକର କାର୍ଯ୍ୟକ୍ରମ ଗୁଡ଼ିକୁ ସୁଚାରୁ ରୂପେ