This browser does not support the video element.
ନବରଙ୍ଗପୁର ପୋଲିସ ଷ୍ଟେସନ: ୟୁରିଆ ସାର ଯୋଗାଇ ଦେବା ଦାବି କରି ଉମରକୋଟ ପୁରୁଣା ବସ ଷ୍ଟାଣ୍ଡ ନିକଟରେ ରାସ୍ତା ରୋକ କଲେ ଚାଷୀ
Nabarangapur PS, Nabarangpur | Aug 25, 2025
ୟୁରିଆ ସାର ଯୋଗାଇ ଦେବା ଦାବି କରି ଉମରକୋଟ ପୁରୁଣା ବସ ଷ୍ଟାଣ୍ଡ ନିକଟରେ ଚାଷୀ କଲେ ରାସ୍ତା ରୋକ ଚାଷ ସମୟରେ ୟୁରିଆ ସାର ଆବଶ୍ୟକ ଥିବା ବେଳେ ସାର ର ଅଭାବ ଦେଖିବାକୁ ମିଳିଛି ଏହିଭଳି ଘଡି ସନ୍ଧି ମୁହିର୍ତରେ ସାର ନମିଳିବାରୁ ଚାଷୀ ମାନେ ଆଜି ଉମରକୋଟ ମଧ୍ୟ ଦେଇ ଯାଇଥିବା ରାଜ୍ୟ ରାଜପଥ 39 କୁ ଅବରୋଧ କରିଛନ୍ତି ଫଳରେ ଉମରକୋଟ ଓ ନବରଙ୍ଗପୁର କୁ ଗାଡି ଚଳା ଚଳ ବାଧା ପ୍ରାପ୍ତ ହୋଇଛି। ୟୁରିଆ ସାର ନମିଳିଲେ ଆମେ ରାସ୍ତାରୁ ହଟିବୁ ନାହିଁ ବୋଲି ଜିଦ ଧରିଛନ୍ତି ଚାଷି