Install App
khabarbhubaneswar
This browser does not support the video element.
ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ଭୁବନେଶ୍ୱର ସରକାରୀ ବାସଭବନ ଠାରେ ଦୁର୍ଗା ପୂଜା ଶୁଭେଚ୍ଛା ଜଣେଇଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
Bhubaneswar M Corp, Khordha | Sep 30, 2025
ଆଜି ଜଗତ୍ଜନନୀ ମା'ଦୁର୍ଗତିନାଶିନୀଙ୍କ ମହାଷ୍ଟମୀ ପୂଜା । ପାର୍ବଣ ଉପଲକ୍ଷେ ସାରାରାଜ୍ୟ ଉତ୍ସବ ମୁଖର । ପୂଜା ପାଠରେ କମ୍ପୁଛି ପରିବେଶ ।ଏହି ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଛା ଓ ଶୁଭକାମନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି । ଜଗତଜନନୀ ମାଆ ଦୁର୍ଗା ସମସ୍ତଙ୍କ ଜୀବନରେ ସୁଖ ଓ ସମୃଦ୍ଧି ଆଣି ଦିଅନ୍ତୁ ।
Share
Read More News
T & C
Privacy Policy
Contact Us
Your browser does not support JavaScript!