Download Now Banner

This browser does not support the video element.

ଛତ୍ରପୁର: କୋର୍ଟପେଟା ଛକ ଠାରେ ଜାତୀୟ ପତାକା ଉତ୍ତୋଳନ, ୭ ବର୍ଷ ପୂର୍ତ୍ତି ଅବସରରେ ଯୋଗଦେଲେ ମନ୍ତ୍ରୀ ବିଭୁତି ଭୂଷଣ ଜେନା

Chhatrapur, Ganjam | Aug 23, 2025
ବ୍ରହ୍ମପୁର କୋର୍ଟପେଟା ଛକ ଠାରେ ଜାତୀୟ ପତାକା ଉତ୍ତୋଳନ ପ୍ରତ୍ୟେକଦିନ ସକାଳ ୮ ଘଣ୍ଟା ସମୟରେ ଅନୁଷ୍ଠିତ ହେଉଛି। ଭାରତ ମାତାକୁ ସମ୍ମାନ ଜଣାଇ ଏହି କାର୍ଯ୍ୟକ୍ରମ ଦୀର୍ଘ ୭ ବର୍ଷ ଧରି ଚାଲି ଆସୁଥିବା ବେଳେ ଆଜି ଏହାର ୭ ବର୍ଷ ପୂର୍ତ୍ତି ଅବସରରେ ପତାକା ଉତ୍ତୋଳନ କରିଛନ୍ତି ମନ୍ତ୍ରୀ ବିଭୁତି ଭୂଷଣ ଜେନା।
Read More News
T & CPrivacy PolicyContact Us