This browser does not support the video element.
ବଡସାହି: କାଳିଆନାଳ ଅଞ୍ଚଳରେ ୪ଗୋଟି ହାତୀ ଭାଗଭାଗ ହୋଇ ବିଚରଣ କରୁଥିବା ନେଇ ସତର୍କ କରାଇଲା ବନବିଭାଗ
Barsahi, Mayurbhanj | Sep 11, 2025
ବେତନଟୀ ରେଞ୍ଜ ଅଧୀନ କାଳିଆନାଳ ଅଞ୍ଚଳରେ ଥିବା ୪ଟି ବଣୁଆହାତୀ ଗୁରୁବାର ଅପରାହ୍ନ ତିନିଟାରେ ଜଙ୍ଗଲରୁ ବାହାରି ରାସ୍ତା ଅତିକ୍ରମକରି ଧାନକ୍ଷେତରେ ପ୍ରବେଶ କରିଥିବାର ଦେଖିବାକୁ ମିଳିଛି l ବଣୁଆ ହାତୀ ଗୁଡିକ ଖାଦ୍ୟ ଅନ୍ୱେଷଣରେ ଧାନ କ୍ଷେତ ଭିତରକୁ ପଶି ଆସିଥିବାବେଳେ ଚାଷୀ ଏବଂ ସ୍ଥାନୀୟ ଗ୍ରାମବାସୀ ଘଉଡ଼ାଇଥିଲେ l ତେବେ କାଳିଆନାଳ ଅଞ୍ଚଳରେ ଚାରୀଗୋଟି ହାତୀ ବିଚରଣ କରୁଥିବାରୁ ଜଙ୍ଗଲକୁ ନଜିବାକୁ ବନବିଭାଗ ଲୋକଙ୍କୁ ସତର୍କ କରାଇଛି l