Download Now Banner

This browser does not support the video element.

ଧରାକୋଟ: ପୋଡ଼ାପଲି ଗ୍ରାମର ନାବାଳକ ନିଖୋଜ କୁ ବିତିଲା 30 ଘଣ୍ଟା, ଭାସି, ଆଜି ଦିନତମାମ ଦମକଳ ବାହିନୀ ର ଉଦ୍ୟମ ଜାରି

Dharakote, Ganjam | Oct 5, 2025
ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ ମୁଣ୍ଡମରାଇ ପଞ୍ଚାୟତ ଅନ୍ତର୍ଗତ ପୋଡ଼ାପଲି ଗ୍ରାମର ବୁଲୁ ପ୍ରଧାନ ଓ ପ୍ରମଦା ପ୍ରଧାନ ଙ୍କ ପୁଅ ଶୁଭମ କୁମାର ପ୍ରଧାନ ଶନିବାର ଦିନ ଋଷିକୂଲ୍ୟା ନଦୀକୁ ଗାଧୋଇବାକୁ ଯାଇ ଭରା ନଈର ସୁଅରେ ଭାସିଯିବା ଘଟଣାକୁ 30 ଘଣ୍ଟା ବିତିଥିଲେ ମଧ୍ୟ ଏପର୍ଯ୍ୟନ୍ତ ତାଙ୍କର ପତ୍ତା ମିଳିପାରିନାହିଁ। ଏପଟେ ଶୁଭମ ର ଫେରିବା ବାଟକୁ ଘରେ ସମସ୍ତେ ଚାହିଁ ବସିଥିବା ବେଳେ କାନ୍ଦ ବୋବାଳି ରେ ଘର ଫାଟି ପଡୁଛି। ସମଗ୍ର ପୋଡ଼ାପାଲି ଗାଁର ଶୋକାକୁଳ ପରିବେଶ ଲାଗିରହିଛି । ଅନ୍ୟ ପକ୍ଷରେ ଧରାକୋଟ ଦମକଳ ବାହିନୀ ତରଫରୁ ଆଜି ମଧ୍ୟ ଶୁଭମ ର ଖୋଜିବା କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଇଛି
Read More News
T & CPrivacy PolicyContact Us