Download Now Banner

This browser does not support the video element.

ଦେବଗଡ: ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ସିଏମ କିଷାନର ତୃତୀୟ କିସ୍ତି ପ୍ରଦାନ ଜିଲ୍ଲା ସ୍ତରୀୟ ସମାରୋହ ଅନୁଷ୍ଠିତ

Debagarh, Debagarh (Deogarh) | Aug 27, 2025
ସିଏମ କିସାନ ର ତୃତୀୟ କିସ୍ତି ଟଙ୍କା ଆଜି ପ୍ରଦାନ କରାଯାଇଛି । କୃଷିଭିତିକ ଗଣପର୍ବ ନୂଆଁଖାଇ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦ୍ୱାରା ଏହାର ଶୁଭାରମ୍ଭ କରାଯାଇଛି ।ଏହି ଅବସରରେ ଆଜି ଦିନ ପ୍ରାୟ ୨ ଟା ପର୍ଯ୍ୟନ୍ତ ଦେବଗଡ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲା ସ୍ତରୀୟ ଏକ ସମାରୋହ ଅନୁଷ୍ଠିତ ହୋଇଥିଲା ।ଉକ୍ତ ସମାରୋହରେ ମୁଖ୍ୟ ଉନୟନ ତଥା କାର‌୍ୟ୍ୟ ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ରାଜେନ୍ଦ୍ର କୁମାର ମିଞ୍ଜ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ମାନ୍ୟବର ସାଂସଦଙ୍କ ପ୍ରତିନିଧି ଅରୁଣ କୁମାର ସାହୁ ଓ ବିଧାୟକଙ୍କ ପ୍ରତିନିଧି ଚନ୍ଦ୍ର ଭୁକ୍ତା ଉପସ୍ଥିତ ଥିଲେ ।
Read More News
T & CPrivacy PolicyContact Us