Download Now Banner

This browser does not support the video element.

ଆସିକା: ଆସିକା ବ୍ଲକ ସମ୍ମିଳନୀ କକ୍ଷ ଠାରେ ଋଣ ମେଳା ଅନୁଷ୍ଠିତ

Asika, Ganjam | Aug 26, 2025
ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ କାର୍ଯ୍ୟାଳୟ ପରିସର ସମ୍ମିଳନୀ କକ୍ଷ ଠାରେ ବ୍ଲକ ସ୍ଥରୀୟ ବୃହତ ସ୍ଵୟଂ ସହାୟକ ଗୋଷ୍ଠୀ ଋଣ ମେଳା ଅନୁଷ୍ଠିତ ହୋଇଯାଇଛି l ଇଣ୍ଡିଆନ ଓଭରସିଜ ବ୍ୟାଙ୍କ ଆସିକା ଶାଖା ପକ୍ଷରୁ ଏହି ଋଣ ମେଳା ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ବ୍ୟାଙ୍କ ମ୍ୟାନେଜର ଙ୍କ ସମେତ ଜିଲ୍ଲା ସ୍ଥରୀୟ ଅଧିକାରୀ ମାନେ ଯୋଗଦେଇଥିଲେ l ବ୍ଲକ ର ବିଭିନ୍ନ ପଞ୍ଚାୟତ ର ବହୁ ସ୍ୱୟଂ ସହାୟକ ମହିଳା ଗୋଷ୍ଠିର ସଭାପତି, ସମ୍ପାଦକ ଙ୍କ ସମେତ ମହିଳା ମାନେ ଏହି କାର୍ଯ୍ୟକ୍ରମ ରେ ଯୋଗଦେଇ ଋଣ ରାଶି ଗ୍ରହଣ କରିଥିଲେ l
Read More News
T & CPrivacy PolicyContact Us