This browser does not support the video element.
ଲାଞ୍ଜିଗଡ: ତାଲଗୁଡ ଦେବୀ ଡୋକରୀଙ୍କ ପୀଠରେ ମହା ସମାରୋହରେ ପାଳନ ହେଉଛି ମହାଷ୍ଟମୀ ପୂଜା
Lanjigarh, Kalahandi | Sep 29, 2025
ସୋମବାର ମଣ୍ଡପରେ ମହା ସପ୍ତମୀ ପୂଜା ଅନୁଷ୍ଠିତ ହେଉଛି। କିନ୍ତୁ ପୀଠରେ ମହା ସପ୍ତମୀ ପୂଜା ସମ୍ପନ୍ନ ହେବାପରେ ଆରମ୍ଭ ହେଇଛି ମହାଷ୍ଟମୀ ପୂଜା। ପରମ୍ପରା ଅନୁସାରେ ତାଲଗୁଢ ଦେବୀ ଡୋକରୀଙ୍କ ପୀଠରେ ବାନେର ଦେବୀ ବୁଢିପଦରେନ ଙ୍କ ଲାଠି ରାତିରେ ପହଞ୍ଚିବା ପରେ ଆରମ୍ଭ ହେଇଛି ମହାଷ୍ଟମୀ ପୂଜା।