This browser does not support the video element.
ପାଟଣାଗଡ: ଲାଠୋର ନିକଟରେ ବାଇକ ବାଇକ ମଧ୍ୟ ରେ ମୁହାଁ ମୁହିଁ ଧକ୍କା କଲେଜ କିରାଣୀ ମୃତ୍ୟୁ
Patnagarh, Balangir | Aug 26, 2025
ଲାଠୋର କଲେଜ ର କିରାଣୀ ଚକ୍ରମଣି ଭାଇସାଲ କୌଣସି କାମ ରେ ମଙ୍ଗଳବାର ମଧ୍ୟାହ୍ନ୧୨ ଟା ସମୟରେ ବାଇକ ରେ ବାହାରି କି ଯାଉ ଥିବା ବେଳେ ଲାଠୋର ନିକଟରେ ଅନ୍ୟ ପଟରୁ ଆସୁଥିବାଏକ ବାଇକ ସହ ମୁଁହା ମୁହିଁ ଧକ୍କା ହୋଇଥିଲା।ଧକ୍କା ରେ ଚକ୍ରମଣି ତଳେ ପଡି ଯାଇଥିଲେ।ଏହି ସମୟରେ ଏକ ଟ୍ରକ ତାଙ୍କ ଉପରେ ମାଡି ଯିବାରୁ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି।ପୋଲିସ ଘଟଣା ର ତଦନ୍ତ କରୁଛି।