Download Now Banner

This browser does not support the video element.

କଟକ ପୌରାଞ୍ଚଳ: ଆଠଗଡ ଶାସନ ସାହିରୁ ସାଇକେଲ ଚୋରିର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ

Cuttack M Corp PS, Cuttack | Aug 30, 2025
କଟକ ଜିଲ୍ଲା ଆଠଗଡ ଶାସନ ସାହିରୁ ସାଇକେଲ ଚୋରି ହୋଇଛି। ସାଇକେଲକୁ ଚୋରି କରି ଫେରାର ହୋଇଯାଉଛି ଚୋର। ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଶନିବାର ସନ୍ଧ୍ୟା ୫ ଟା ସମୟରେ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ ଗୁରୁବାର ଦିନ ଏହି ଚୋରି ଘଟଣା ଘଟିଥିଲା। ଯାହାକୁ ନେଇ ଥାନାରେ ଏତଲା ଦେଇଛନ୍ତି ସାଇକେଲ ମାଲିକ।
Read More News
T & CPrivacy PolicyContact Us