Download Now Banner

This browser does not support the video element.

ବିଞ୍ଝାରପୁର: ବରୁଣେଶ୍ୱର କଲ୍ୟାଣ ମଣ୍ଡପରେ ବିଂଝାରପୁର ବିଜେଡି ପକ୍ଷରୁ ଡ଼ଃ ସର୍ବପଲ୍ଲୀ ରାଧାକ୍ରିଷ୍ଣାଙ୍କ ଜୟନ୍ତୀ ଉପଲକ୍ଷେ ଗୁରୁ ପୂଜନ ଉତ୍ସବ ପାଳିତ

Binjharpur, Jajpur | Sep 5, 2025
ବରୁଣେଶ୍ୱର କଲ୍ୟାଣ ମଣ୍ଡପରେ ବିଂଝାରପୁର ବିଜେଡି ପକ୍ଷରୁ ଡ଼ଃ ସର୍ବପଲ୍ଲୀ ରାଧାକ୍ରିଷ୍ଣାଙ୍କ ଜୟନ୍ତୀ ଉପଲକ୍ଷେ ଗୁରୁ ପୂଜନ ଉତ୍ସବ ପାଳିତ ହେଇଯାଇଛି l ବିଂଝାରପୁର ବ୍ଲକ ବିଜେଡି ସଭାପତିଙ୍କ ନେତୃତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ବିଧାୟିକା ପ୍ରମିଳା ମଲ୍ଲିକ ଅତିଥିଭାବେ ଯୋଗଦେଇ ଡ଼ଃ ସର୍ବପଲ୍ଲୀ ରାଧାକ୍ରିଷ୍ଣାଙ୍କ ନୀତି ଆଦର୍ଶ ସମ୍ପର୍କରେ ଆଲୋଚନା କରିଥିଲେ l ଏହି ଅବସରରେ ବିଂଝାରପୁର ବ୍ଲଜ ଅଂଚଳରେ ସମସ୍ତ ଶିକ୍ଷା,ଶିକ୍ଷୟତ୍ରୀ, ଗୁରୁଜୀ ଓ ଗୁରୁମାଙ୍କୁ ବିଧାୟିକା ଶ୍ରୀମତୀ ମଲ୍ଲିକ ସମ୍ବର୍ଦ୍ଧିତ କରିଥିଲେ l
Read More News
T & CPrivacy PolicyContact Us