Download Now Banner

This browser does not support the video element.

ଯାଜପୁର: ପାଣିକୋଇଲିକୁ ଏନ.ଏ.ସି ମାନ୍ୟତା ଦାବିରେ କୋରେଇ ବିଜେଡ଼ି ପକ୍ଷରୁ ତାରିଣୀ ଛକରେ ବିକ୍ଷୋଭ ପ୍ରଦର୍ଶନ ଓ ପ୍ରତିବାଦ ସଭା ଅନୁଷ୍ଠିତ

Jajapur, Jajpur | Sep 6, 2025
ପାଣିକୋଇଲିକୁ ଏନ.ଏ.ସି ମାନ୍ୟତା ଦାବିରେ କୋରେଇ ବିଜେଡ଼ି ପକ୍ଷରୁ ତାରିଣୀ ଛକରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ବରିଷ୍ଠ ବିଜେଡ଼ି ନେତା ଭବ ପ୍ରସାଦ ଦାସ ଙ୍କ ସମେତ ବିଜେଡ଼ିର ବହୁ ନେତା କର୍ମୀ, ସ୍ଥାନୀୟ ଅଞ୍ଚଳର ବହୁ ବୁଦ୍ଧିଜୀବୀ ଓ ଜନସାଧାରଣ ସାମିଲ ହୋଇଥିଲେ। ରାଜ୍ୟ ବିଜେପି ସରକାରଙ୍କ ପାଣିକୋଇଲି ପ୍ରତି ଟାଳଟୁଳ ନୀତି ଓ ପ୍ରତାରଣା କୁ ସମସ୍ତେ ଦୃଢ଼ ନିନ୍ଦା କରିଥିଲେ।
Read More News
T & CPrivacy PolicyContact Us