Download Now Banner

This browser does not support the video element.

ସମ୍ବଲପୁର ମ୍ୟୁନିସିପାଲଟି: ମହାନଗର ନିଗମ ଅନ୍ତର୍ଗତ ହସ୍ପିଟାଲ ରୋଡ଼ ରେ ସଡ଼କ ଦୁର୍ଘଟଣା, ଦୁଇ ଆହତ

Sambalpur M, Sambalpur | Sep 10, 2025
ମହାନଗର ନିଗମ ଅନ୍ତର୍ଗତ ହସ୍ପିଟାଲ ରୋଡ଼ ରେ ସଡ଼କ ଦୁର୍ଘଟଣା, ଦୁଇ ଆହତ l ମିଳିଥିବା ସୂଚନା ଅନୁସାରେ ଆଜି ସନ୍ଧ୍ୟା ପ୍ରାୟ 5.30 ସମୟରେ ଦୁଇଟି ବାଇକ ମୁହାଁମୁହିଁ ଧକ୍କା ହୋଇଥିଲା l ଯାହାଫଳରେ ଉଭୟ ବାଇକ ଚାଳକ ରାସ୍ତାରେ ପଡି ଯାଇ ଆହତ ହୋଇଥିଲେ l ଉଭୟଙ୍କୁ ମେଡିକାଲ ଆଣି ଚିକିତ୍ସା କରାଯାଇଛି l
Read More News
T & CPrivacy PolicyContact Us