Download Now Banner

This browser does not support the video element.

ନର୍ଲା: ମାଟି ଲଗାଇ ମୋହନଗିରି ଅନ୍ତର୍ଗତ ଉପର ନୂଆଁ ଗାଁରେ ଉନ୍ମୋଚିତ ହେଲା ଗଣପର୍ବ ନୂଆଁଖାଇ ବହି

Narala, Kalahandi | Aug 24, 2025
ମାଟି ଲଗାଇ ମୋହନଗିରି ଅନ୍ତର୍ଗତ ଉପର ନୂଆଁ ଗାଁରେ ଉନ୍ମୋଚିତ ହେଲା ଗଣପର୍ବ ନୂଆଁଖାଇ ବହି ଗଣପର୍ବ ନୁଆଁଖାଇକୁ ନେଇ ୧୬ ଜଣ ସାହିତ୍ୟିକ ତଥା ଗବେଷକଙ୍କ ଆଲୋଚନାକୁ ନେଇ ଡ. କୌତୁକ ପନ୍ଦର ଓ ଡ.ଜଗନ୍ନାଥ ସାହୁଙ୍କ ସମ୍ପାଦନା ପୁସ୍ତକ ଗଣପର୍ବ ନୂଆଁଖାଇ ପୁସ୍ତକ ଲୋକାର୍ପିତ ହୋଇଯାଇଛି।ମୋହନଗିରି ଅନ୍ତର୍ଗତ ଉପର ନୂଆଁ ଗାଁରେ ଡ.କୌତୁକ ପନ୍ଦରଙ୍କ ବାସ ଭବନରେ ତାଙ୍କ ମା ଚନ୍ଦ୍ରିକା ପନ୍ଦର,ବଡ ଭାଇ ଟଙ୍କଧର ପନ୍ଦର ଓ ଡ. ଜଗନ୍ନାଥ ସାହୁ,ତାଙ୍କ ମା ବେଦମତି ସାହୁ ଓ ସାମ୍ବାଦିକ କବି ହେମନ୍ତ ସାହୁଙ୍କ ହାତରେ ପ୍ରଥମେ ବହିଟିକୁ ମାଟିରେ ଛୁଆଁଇ,ମାଟି ମା 'କୁ ପୂଜା କରି ଉନ୍ମୋଚିତ ହୋଇଛି
Read More News
T & CPrivacy PolicyContact Us