This browser does not support the video element.
ଚମ୍ପୁଆ: ନିଶ୍ଚିନ୍ତପୁର ଗ୍ରାମ ନିକଟସ୍ଥ ଜଙ୍ଗଲରେ ଦେଖାଗଲେ ୩୦ ଟିକିଆ ହାତୀପଲ
Champua, Kendujhar | Aug 25, 2025
ଚମ୍ପୁଆ ରେଞ୍ଜ ଅଧିନସ୍ଥ ନିଶ୍ଚିନ୍ତପୁର ଗ୍ରାମ ନିକଟସ୍ଥ ଜଙ୍ଗଲରେ ଆଜି ୩୦ ଟିକିଆ ହାତୀପଲ ଦେଖା ଯାଇଛନ୍ତି। ଯାହାକୁ ନେଇ ସ୍ଥାନୀୟ ଗ୍ରାମବାସୀ ଆତଙ୍କିତ ଅବସ୍ଥାରେ ରହିଥିବା ବେଳେ ବନ ବିଭାଗ ପକ୍ଷରୁ ହାତୀପଲଙ୍କ ଗତିବିଧି ଉପରେ ନଜର ରଖାଯିବା ସହ ଲୋକଙ୍କୁ ସତର୍କ ମଧ୍ୟ କରା ଯାଉଥିବା ସୂଚନା ରହିଛି।