Download Now Banner

This browser does not support the video element.

କଣ୍ଟାମାଳ: ମନମୁଣ୍ଡା ଅଂଚଳରେ ପାଳିତ ହେଲା ପାରମ୍ପରିକ ଲଙ୍କାପୁଡ଼ି ପର୍ବ

Kantamal, Boudh (Bauda) | Aug 23, 2025
ମନମୁଣ୍ଡା ଅଂଚଳରେ ଲଙ୍କାପୁଡ଼ି ଆଜି ସପ୍ତପୁରୀ ଅମାବାସ୍ୟା ପାଇଁ ରାତି 7ଘଣ୍ଟା ସମୟରେ ମନମୁଣ୍ଡା ଅଂଚଳ ବିଭିନ୍ନ ସ୍ଥାନରେ କୁନି କୁନି ଛୁଆ ମାନେ ଏକତ୍ରିତ ହୋଈ ଥିଲା ହନୁମାଲ. ଲାଞ୍ଜରେ ନିଆଁ ଲଗେଇ ଗାଁ ପରିକ୍ରମା କରିଥିବା ଦେଖିବାକୁ ମିଳିଛି I ଆଜି ଦିନ ବେଳା ଗାଁ ଇଷ୍ଟଦେବି ଙ୍କ ନିକଟରେ ପରମ୍ପରିକ ପୂଜା ଅର୍ଚନା ହୋଈଥିଲା I
Read More News
T & CPrivacy PolicyContact Us