Download Now Banner

This browser does not support the video element.

ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ମିୟୁଲ ଆକାଉଣ୍ଟ ଖୋଲି ଠକେଇ ଘଟଣା, ସାଇବର ଠକ ସମେତ ଚନ୍ଦକା ଅଞ୍ଚଳରୁ 5ଜଣଙ୍କୁ ଗିରଫ କଲା ପୋଲିସ

Bhubaneswar M Corp, Khordha | Sep 7, 2025
ମିୟୁଲ ଆକାଉଣ୍ଟ ଖୋଲି ଠକେଇ ଘଟଣା, ସାଇବର ଠକ ସମେତ ଚନ୍ଦକା ଅଞ୍ଚଳରୁ 5ଜଣଙ୍କୁ ଗିରଫ କଲା ପୋଲିସ | ମିୟୁଲ ବ୍ୟାଙ୍କ ଆକାଉଣ୍ଟ ଖୋଲି ଠକେଇ ଘଟଣା | ଭୁବନେଶ୍ୱର ର ଗୋଟିଏ ପରିବାର ଆକାଉଣ୍ଟ ଖୋଲି ସାଇବର ଠକ ମାନଙ୍କୁ ଦେଇଥିଲେ | ବିହାର ର ସାଇବର ଠକ ମାନଙ୍କୁ ଦେଇଥିଲେ ଆକାଉଣ୍ଟ | ପ୍ରୟାଗ ରାଜ ରେ ଭେଟ ହେବା ପରେ ଆକାଉଣ୍ଟ କୁ ସାଇବର ଠକଙ୍କୁ ଦେଇଥିଲେ ପୁରା ପରିବାର | 1.4ପ୍ରତିଶତ ରେ ବିହାର ର ସାଇବର ଠକଙ୍କୁ ଦେଇଥିଲେ | ସେହି ଆକାଉଣ୍ଟ ଗୁଡିକରେ ଅଧିକ ଠକେଇ ହେବା ପରେ ବ୍ୟାଙ୍କ ମ୍ୟାନେଜର ତାଗିଦ କରିଥିଲେ |
Read More News
T & CPrivacy PolicyContact Us