Download Now Banner

This browser does not support the video element.

ପାଟଣାଗଡ: କାଦୋପଡା ରେ ମହମ୍ମଦ ଜୟନ୍ତୀ ଉପଲକ୍ଷେ ସଦ୍ ଭାବନା ଯାତ୍ରା ଅନୁଷ୍ଠିତ

Patnagarh, Balangir | Sep 5, 2025
ପାଟଣାଗଡ଼ ମୁସଲିମ ଜମାତ ପକ୍ଷରୁ ରୁ ୧୫ ଶହ ତମ ମହମ୍ମଦ ଜୟନ୍ତୀ ଖୁବ ଉତ୍ସାହ ରେ ପାଳନ କରାଯାଉଛି ।ଏହି ଉପଲକ୍ଷେ ଶୁକ୍ରବାର ମଧ୍ୟାହ୍ନରେ ଏକ ସଦଭାବନା ଯାତ୍ରା ଅନୁଷ୍ଠିତ ହୋଇ ଥିଲା l ଏଥିରେପାଟଣାଗଡ଼ ଅଞ୍ଚଳ ମୁସଲିମ ସମାଜ ର ସମସ୍ତ ଭାଇଭଉଣୀ ଯୋଗ ଦେଇ ପାଟଣାଗଡ଼ ସହର ପରିକ୍ରମା କରିଥିବା ବେଳେ ସମସ୍ତଙ୍କ ମଧ୍ୟରେ ଭାଇଚାରା ବାଣ୍ଟିବା ଏହି କାର୍ଯ୍ୟକ୍ରମର ଲକ୍ଷ ବୋଲି କହିଛନ୍ତି ଆୟୋଜକ
Read More News
T & CPrivacy PolicyContact Us