This browser does not support the video element.
କଣ୍ଟାବାଞ୍ଜି: ତୁରେକେଲା ବ୍ଲକ ମାଲପାମୁଣ୍ଡା ସ୍କୁଳ ଶିକ୍ଷକ ଙ୍କୁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାରରେ ସମ୍ମାନୀତ
Kantabanji, Balangir | Sep 5, 2025
ବଲାଙ୍ଗିିର ଜିଲ୍ଲା ତୁରେକେଲା ବ୍ଲକ ହିଆଁଲ ପଂଚାୟତ ଅଧିନସ୍ଥ ମାଲପାମୁଣ୍ଡା ସରକାରୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଭାରପ୍ରାାପ୍ତ ଶିକ୍ଷକ ଅମରକାନ୍ତ ବେହେରା ଙ୍କୁ ପବିତ୍ର ଗୁରୁଦିବସ ପାଳନ ଅବସରରେ ମୂଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାରରେ ସମ୍ମାନୀତ କରାଯାଇଛି । ଏହା ବଲାଙ୍ଗିର ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ସଭା ଗୃହରେ ଅନୁଷ୍ଠିତ ସଭାରେ ଏହି ପୁରସ୍କାର ରେ ଶ୍ରୀ ବେହେରାଙ୍କୁ ସମ୍ମାନୀତ କରାଯାଇଛି