This browser does not support the video element.
ସମ୍ବଲପୁର ମ୍ୟୁନିସିପାଲଟି: ଧମା ଅଂଚଳ ରୁ ନିଶା କଫ ସିରଫ ଜବତ, ଜଣେ ଗିରଫ
Sambalpur M, Sambalpur | Aug 26, 2025
ଧମା ପୋଲିସ ଦ୍ୱାରା ନିଶା କଫ ସିରଫ ଜବତ, ଜଣେ ଗିରଫ l ମିଳିଥିବା ସୂଚନା ଅନୁସାରେ ଆଜି ଧମା ପୋଲିସ ପେଟ୍ରୋଲିଙ୍ଗ କରୁଥିବା ସମୟରେ ଏକ ଓଟୋ କୁ ଅଟକାଇ ଚେକ କରିଥିଲା l ଚେକିଂ ସମୟରେ ଓଟୋ ରୁ 25ଟି ନିଶା କଫ ସିରଫ ଜବତ କରିବା ସହ 16430 ଟଙ୍କା ମଧ୍ୟ ଜବତ କରିଥିଲା ପୋଲିସ l ଏନେଇ ଆଜି ରାତି 10ଟା ରେ ସମ୍ବଲପୁର ଏସପି ଟୁଇଟ ମାଧ୍ୟମରେ ସୂଚନା ଦେଇଛନ୍ତି