Download Now Banner

This browser does not support the video element.

ପରଜଙ୍ଗ: ପରଜଙ୍ଗକୁ ଏନଏସି ଘୋଷଣା ନକରିବା ପ୍ରତିବାଦରେ ବ୍ଲକ ବିଜେଡି ପକ୍ଷରୁ ଗୁରୁବାର ମଧ୍ୟାହ୍ନ ୧୨ଟାରେ ବିକ୍ଷୋବ ଓ ଦାବୀପତ୍ର ପ୍ରଦାନ

Parajang, Dhenkanal | Sep 4, 2025
ପରଜଙ୍ଗକୁ ଏନଏସି ଘୋଷଣା ନକରିବା ପ୍ରତିବାଦରେ ବ୍ଲକ ବିଜେଡି ପକ୍ଷରୁ ଗୁରୁବାର ମଧ୍ୟାହ୍ନ ୧୨ଟାରେ ଭିକ୍ଷୋବ ଓ ଦାବୀ ପତ୍ର ପ୍ରଦାନ ଗତ ସାଧାରଣ ନିର୍ବାଚନରେ ପୂର୍ବରୁ ବିଜେଡ଼ି ସରକାର ପରଜଙ୍ଗକୁ ଏନଏସି ଘୋଷଣା କରିଥିଲେ କିନ୍ତୁ ସରକାର ପରିବର୍ତ୍ତନ ହେଲା ପରେ ପରଜଙ୍ଗକୁ ସଂପୂର୍ଣ୍ଣ ଭାବେ ଅଣଦେଖା କରାଯାଉଛି ବୋଲି ଲୋକେ ସମାଲୋଚନା କଲେଣି । ପରଜଙ୍ଗକୁ ଅଣଦେଖା କରାଯାଇଥିବା ନେଇ ଆଜି ପରଜଙ୍ଗ ବ୍ଲକ ବିଜେଡ଼ି ପକ୍ଷରୁ ଏକ ଶୋଭାଯାତ୍ରା ବାହାରି ବଜାର ପରିକ୍ରମା କରି ସଂଗ୍ରାମୀ ମହେଶ୍ଚେ ଚନ୍ଦ୍ରସୁବାହୁ ସିଂହଙ୍କ ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ପରେ ପ୍ରତିବାଦ ସଭା
Read More News
T & CPrivacy PolicyContact Us