Install App
silvercitykhabar
This browser does not support the video element.
କଟକ ପୌରାଞ୍ଚଳ: ଆଠଗଡ ଜେନାପଦାରେ ମୋବାଇଲ ଚୋରି କରି ଫେରାର ହେଉଥିବା ଯୁବକକୁ ଧରି ନିର୍ଦ୍ଧୁମ ଛେଚିଲେ ସ୍ଥାନୀୟ ଲୋକେ, ପୋଲିସ ଜିମା ଦେଲେ
Cuttack M Corp PS, Cuttack | Aug 28, 2025
କଟକ ଜିଲ୍ଲା ଆଠଗଡ ଜେନାପଦା ଗ୍ରାମରେ ମୋବାଇଲ ଫୋନ ଚୋରି କରି ନେଇ ଫେରାର ହେଉଥିବା ଜଣେ ଯୁବକକୁ ଧରି ନିର୍ଦ୍ଧୁମ ଛେଚିଲେ ସ୍ଥାନୀୟ ଲୋକେ। ଗୁରୁବାର ରାତି ୯.୪୫ ମିନିଟ ସମୟରେ ଏହି ଘଟଣା ଘଟିଛି। ଧରା ପଡ଼ିଥିବା ଯୁବକ ଜଣକ ରେଗେଡାପଡା ଅଞ୍ଚଳର ବୋଲି ସୂଚନା ମିଳିଛି। ଖବର ପାଇ ସ୍ଥାନୀୟ ପୋଲିସ ପହଞ୍ଚି ଉକ୍ତ ଯୁବକକୁ ଅଟକ ରଖି ପଚରାଉଚରା କରୁଛି।
Share
Read More News
T & C
Privacy Policy
Contact Us
Your browser does not support JavaScript!