This browser does not support the video element.
କୋରାପୁଟ ସହର: କୋରାପୁଟ_ଜୟପୁର ଘାଟିରେ ଓଲଟିଲା ଚୁନ ବୋଝେଇ ଟ୍ରକ
Koraput Town, Koraput | Aug 24, 2025
କୋରାପୁଟ_ଜୟପୁର ୨୬ ନଂ ଜାତୀୟ ରାଜପଥ କୋରାପୁଟ ଘାଟିରେ ଏକ ଚୁନ ବୋଝେଇ ଟ୍ରକ ଓଲଟି ପଡିଥିବା ଦେଖିବାକୁ ମିଳିଥିଲା। ଆଜି ଅପରାହ୍ନ ୪ଟା ସମୟରେ ମିଳିଥିବା ସୂଚନା ଅନୁସାରେ କୋରାପୁଟରୁ ଜୟପୁର ଅଭିମୁଖେ ଯାଉଥିବା ସମୟରେ ଟ୍ରକ ଚେସିସ ସହ ଅଲଗା ହୋଇ ରାସ୍ତା କଡ଼ରେ ଓଲଟି ପଡିଥିଲା। ଫଳରେ କିଛି ସମୟ ଯାତାୟତ ବାଧାପ୍ରାପ୍ତ ହୋଇଥିବା ଜଣାପଡିଛି।