Download Now Banner

This browser does not support the video element.

ସମ୍ବଲପୁର ମ୍ୟୁନିସିପାଲଟି: ସମ୍ବଲପୁରକୁ ଆସୁଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ମାଝି

Sambalpur M, Sambalpur | Sep 6, 2025
ଆଜି ଅପରାହ୍ନ ପ୍ରାୟ 4.30 ସମୟରେ ସମ୍ବଲପୁରକୁ ଆସୁଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ମାଝି l ଏହି ଅବସରରେ ମାଁ ସମଲେଶ୍ୱରୀ ମନ୍ଦିର ରେ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ରେ ଯୋଗଦେବେ l ଏଥିପାଈଁ ସମ୍ବଲପୁର ବିଧାୟକ ସମସ୍ତ ଜିନିଷ କୁ ତନ୍ନ ତନ୍ନ କରି ଯାଞ୍ଚ କରୁଛନ୍ତି l ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ କରିବା ପାଈଁ ସ୍କୁଲର ଛାତ୍ରୀ ମାନେ ନୁଆଁଖାଇ କୁ ନେଇ ଏକ ସ୍ୱତନ୍ତ୍ର ନୃତ୍ୟ କରିବେ l ଏଥିପାଈଁ ବିଧାୟକ ଜୟନାରାୟଣ ମିଶ୍ର ଆଜି ଛାତ୍ରୀ ମାନଙ୍କ ନୃତ୍ୟ ଦେଖି ତାଙ୍କୁ ପ୍ରଶଂସା କରିଥିଲେ l
Read More News
T & CPrivacy PolicyContact Us