Download Now Banner

This browser does not support the video element.

ଢେଙ୍କାନାଳ ସଦର: ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଳକ ଷଡ଼ଙ୍ଗୀ ରେଞ୍ଜ ଧନେଇନାଳୀ ଠାରେ ଦିନରେ ରାସ୍ତା ଅବରୋଧ କରୁଛି ହାତୀ,ଲୋକେ ଭୟଭୀତ।

Dhenkanal Sadar, Dhenkanal | Aug 11, 2025
ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଳକ ଷଡ଼ଙ୍ଗୀ ରେଞ୍ଜ ଷଡ଼ଙ୍ଗୀ ଠାରୁ ଚଡେଇଧରା ରାସ୍ତାରେ ଦିନରେ ବୁଲୁଛି ହାତୀ। ହାତୀକୁ ଦେଖି ଲୋକେ ଭୟଭୀତ ହୋଇ ଅଟକି ଯାଉଛନ୍ତି । ହାତୀଟି ଦୀର୍ଘ ସମୟ ରାସ୍ତାରେ ରହୁଥିବାରୁ ଲୋକମାନେ ନିଜ ନିଜ ଗନ୍ତବ୍ୟସ୍ଥଳକୁ ଯିବାରେ ବ୍ୟାଘାତ ସ୍ତୃଷ୍ଟି ହେଉଛି। ଆଜି ତା ୧୧।୮ ରିଖ ସକାଳ୧୦ ଘଣ୍ଟା ସମୟରେ ଗୋଟିକିଆ ଦନ୍ତାହାତୀ ଷଡ଼ଙ୍ଗୀ -ପିଙ୍ଗୁଆ ରାସ୍ତାର ଧନେଇନାଳୀ ଠାରେ ରାସ୍ତା ଅବରୋଧ କରି ଟ୍ରକ,ଟିପର,ପିକପ୍ ଗାଡି ଗୁଡ଼ିକୁ ରାସ୍ତାରେ ଅଟକ ରଖିଥିଲା।
Read More News
T & CPrivacy PolicyContact Us