Install App
dhenkanalknagar
This browser does not support the video element.
କାମାକ୍ଷାନଗର: କମାକ୍ଷାନଗର ବ୍ଲକ ସଭାଗୃହରେ ସୋମବାର ୪ଟା ୩୦ରେ ଦଶହରା ପ୍ରସ୍ତୁତ ବୈଠକ ଅନୁଷ୍ଠିତ ଉପସ୍ଥିତ ରହିଲେ ଉପଜିଲ୍ଲାପାଳ ଦିନମଣି ନାଏକ
Kamakshyanagar, Dhenkanal | Sep 8, 2025
କମାକ୍ଷାନଗର ବ୍ଲକ ସଭାଗୃହରେ ସୋମବାର ୪ଟା ୩୦ରେ ଦଶହରା ପ୍ରସ୍ତୁତ ବୈଠକ ଅନୁଷ୍ଠିତ ଉପସ୍ଥିତ ରହିଲେ ଉପଜିଲ୍ଲାପାଳ ଦିନମଣି ନାଏକ ।କାମାକ୍ଷାନଗର ସହରର ଗଣ ପର୍ବ ଦଶହରା ପାଇଁ ବ୍ଲକ ସଭାଗୃହରେ ଏକ ପ୍ରସ୍ତୁତ ବୈଠକ ଅନୁଷ୍ଠିତ ହୋଇଯାଇଛି ।ଏଠାରେ ଉପଜିଲ୍ଲାପାଳ ଦିନମଣି ନାଏକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମିଳିତ ବଜାର କମିଟିର କର୍ମକର୍ତା ଓ ବିଭିନ୍ନ ସରକାରୀ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ ।
Share
Read More News
T & C
Privacy Policy
Contact Us
Your browser does not support JavaScript!