This browser does not support the video element.
ହିଞ୍ଜିଳି: ସାର ଅଭାବ ଯୋଗୁ ରାଜରାସ୍ତାରେ ଚାଷୀ ଏମିତି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ହିଞ୍ଜିଳି କାଟୁ ଥାନା ନନ୍ଦିକ ସେବା ସମବାୟ ସମିତି ରେ.
Hinjili, Ganjam | Sep 26, 2025
ସାର ଅଭାବ ଯୋଗୁ ରାଜରାସ୍ତାରେ ଚାଷୀ ଏମିତି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ହିଞ୍ଜିଳି କାଟୁ ଥାନା ନନ୍ଦିକ ସେବା ସମବାୟ ସମିତି ରେ. ଏହି ସେବା ସମବାୟ ସମିତି ଉପରେ ନିର୍ଭର କରନ୍ତି ତିନୋଟି ପଞ୍ଚାୟତ ର ଚାଷୀ. ବର୍ତମାନ ସମୟରେ ଚାଷୀ ଙ୍କୁ ସାର ର ଆବଶ୍ୟକ ଥିବା ବେଳେ ଚାଷୀଙ୍କୁ ମିଳୁନି ସାର. ଯାହାକୁ ନେଇ ଆଜି ସାର ଆସିଥିବା ଜାଣି ଶହ ଶହ ଚାଷୀ ସାର ପାଇଁ ବହୁ ସମୟ ଧରି ଏଠାରେ ଅପେକ୍ଷା କରିଥିବା ବେଳେ ଚାଷୀଙ୍କୁ ମିଳିଲା ନାହିଁ ସାର. ଅନ୍ୟପଟେ ଗାଁ ଛକ ନିକଟରେ ସାର ଅଭାବ ଯୋଗୁଁ ଚାଷୀଙ୍କ ରାସ୍ତା ରୋକ।ଚାଷୀଙ୍କ ରାସ୍ତାରୋକ ଯୋଗୁଁ ଯାତାୟାତ ବାଧାପ୍ରାପ୍ତ। ଉଭୟ ପଟୁ ଅଟକି ରହିଛ